ADD US AS A PREFERRED SOURCE
Follow Us On Google Join my WhatsApp group

ଓଡିଶାରେ ପ୍ରଥମ ଥର ପୁରୀ ଜିଲ୍ଲା ମହିଳା ଗୃପୁ ମାନଙ୍କୁ ମିଳିବ ଅତି ଆଧୁନିକ ମିସିନ୍। ଉପକୃତ ହେବେ ୧୦ ହଜାର ମହିଳା

କୋଣାର୍କ:-19/11/2023
ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟର ୧୭ ଟି ଜିଲ୍ଲାରେ ମହିଳାମାନଙ୍କୁ ରୋଜଗାର ଯୋଗାଇଦେବାକୁ ତାଲିମି ଦେବା ସହ ଅତିଆଧୁନିକ ମେସିନ୍ ଯୋଗାଇବାକୁ ପ୍ରତିଶ୍ରୁତି ଗତ ୨ ତାରିଖରେ ଦେଇଥିଲେ। ହେଲେ ଆଜି ନିମାପଡା ଠାରେ ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ର ଅଦକ୍ଷ ଘୋଷଣା କରିଛନ୍ତି ଆସନ୍ତା ଡିସେମ୍ବର ମାସ ଶେଷ ଭିତରେ ଅତି ଆଧୁନିକ ମେସିନ୍ ପ୍ରଥମ ଥର ଓଡିଶାର ପୁରୀ ଜିଲ୍ଲାରେ ପ୍ରଦାନ କରାଯିବ।
ସେଥିପାଇଁ ପୁରୀ ଜିଲ୍ଲାର ବିଭିନ୍ନ ମହିଳା ସଙ୍ଗଠକର ୧୦ ହଜାର ମହିଳା ହେବେ ଉପକୃତ।ଦିନକୁ ୫ ଘଣ୍ଟା ପରିଶ୍ରମ କରି ଘଣ୍ଟା ପ୍ରତି ୬୦ ଟଙ୍କା ନିଜ ଘରେ ବସି କରିବେ ରୋଜଗାର। ପ୍ରଥମେ ପୁରୀ ଜିଲ୍ଲା ମହିଳା ମାନେ ପାଉଥିବାରୁ  ବହୁତ ଖୁସି ହେବା ଦେଖିବାକୁ ମିଳିଛି।କୋଣାର୍କ ରୁ ଦେଖିବା ଏ ରିପୋର୍ଟ
ଗତ ନମ୍ବେବର ମାସ 2 ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଳକ ସୁତନ ପଞ୍ଚାୟତ ଖାଲକଟାପାଟଣା ଠାରେ ୧୦ଟି ଗୃପୁ ର ମହିଳା ମାନଙ୍କୁ ବିଭିନ୍ନ କୁଟିର ଶ୍ରିଳ୍ପ ମାଧ୍ୟମରେ ତାଲିମି ଦେବା ସହ ଲୁଚି ଯାଉଥିବା ଖେଳ ପୁଞ୍ଜି ବଡିପାରିବା, ପଲ୍ଲୀ ଗୀତ ପ୍ରତିଯୋଗିତା କରି ପୁରଷ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲା ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍,ଯାହା ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ସରକାରଙ୍କ ନେତୃତ୍ୱରେ ଓଡିଶାର ୧୭ ଟି ଜିଲ୍ଲାରେ ମହିଳା ଶକ୍ତି ଫାଉଣ୍ଡେସନ୍ ମାଧ୍ୟମରେ ମହିଳା ମା ମାନଙ୍କୁ ୧୨ କୁଟୀର ଶିଳ୍ପ ଯରିଆରେ  ବଡି,ପାମ୍ପଡ ,ନମକିନି,ମେହେନ୍ଦୀ,ଆଚାର,ଚପଲ,ସାବୁନ୍,ମସଲା,ପେପର ପ୍ଲେଟ୍,ସିଲେଇ,ଅଗରବତୀ,ସାନିଟାରୀ,ମହବବତୀ ଆଦିତାଲିମି ଦେବା ସହ ଅତିଆଧୁନିକ ମେସିନ୍ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ଅଧିକାରୀ ଦୃଲ୍ଲାଲ ମୁଖାର୍ଜ ପହଞ୍ଚି ଆସନ୍ତା ଡିସେମ୍ବର ମାସ ର ଶେଷରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ର ମହିଳା ଗୋଷ୍ଠୀଙ୍କୁ ଅତି ଆଧୁନିକ ମେସିନ୍ ଯୋଗାଇ ଦେବା ସହ କଞ୍ଚାମାଲ୍ ଯୋଗାଇଦେବକୁ ଦେଇଛନ୍ତି ପ୍ରତିଶ୍ରୁତି। ଯାହାକୁ ନେଇ ପୁରୀ ଜିଲ୍ଲାର କାକଟପୁର, ନିମାପଡା, ପିପିଲି, ସତ୍ୟବାଦୀ, ପୁରୀ, ଗୋପ ଓ ଅସ୍ତରଙ୍ଗ, ଡେଲାଙ୍ଗର ହଜାର ହଜାର ମହିଳା ହେବେ ଉପକୃତ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ
ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ର ଅଦକ୍ଷ ଦୃଲ୍ଲାଲ ମୁଖାର୍ଜ ଦେଇଛନ୍ତି ଧନ୍ୟବାଦ
ମହିଳା ସଙ୍ଗଠକ ସଭାପତି
ହିଳା ସଙ୍ଗଠକ ସମ୍ପାଦକ
V2:- ଯେଉଁଠି ରାଜ୍ୟ ବା କେନ୍ଦ୍ର ସରକାର ଅନେକ ଯୋଜନା ମାଧ୍ୟମରେ ମହିଳା ଗୃପୁକୁ ଯୋଗାଇ ଦେଉଛନ୍ତି ଟ୍ରାକ୍ଟର, ସ୍କୁଷ୍ଟି,ଓ ଲୋନ୍ ମାଧ୍ୟମରେ ଟଙ୍କା ନିଜକୁ ନିଜ ଗୋଡରେ ଠିଆ ହେବା ପାଇଁ। ସେଠାରେ କୁଟୀର ଶ୍ରିଳ୍ପ ମାଧ୍ୟମରେ ଏକ ଘରୋଇ ସଙ୍ଗଠକ ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ମହିଳାମାନଙ୍କ ପାଖରେ ପହଞ୍ଚି ବିଭିନ୍ନ ଅତିଆଧୁନିକ ଯତ୍ନ ପାତି ଯୋଗାଇବା ସହ କଞ୍ଚାମାଲ୍ ଆଗାମୀ ଡିସେମ୍ବର ମାସ ଶେଷ ମଧ୍ୟରେ ଯୋଗାଇଦେବ ପୁରୀ ଜିଲ୍ଲା ର ବିଭିନ୍ନ ମହିଳା ସଙ୍ଗଠନକୁ ଯାହା ଫଳରେ ଦିନକ ଭିତରେ ଘଣ୍ଟାକୁ ୬୦ ଟଙ୍କା ମାଧ୍ୟମରେ ୫ ଘଣ୍ଟାକୁ ୩୦୦ ଟଙ୍କା ଯୋଗାଇ କରି ପାରିବେ ସମସ୍ତ ମହିଳା ମାନେ ସେଥିପାଇଁ ଭାରତୀୟ ମହିଳା ଶକ୍ତି ଫ୍ୟାଉଣ୍ଡେସନ୍  ପୁରୀ ଜିଲ୍ଲାର ଦାଇତ୍ବରେ ଥିବା ଅଧିକାରିଣୀ ବିଷ୍ଣୁ ପ୍ରୀୟା ସ୍ୟାଇ,ଦୃର୍ଗାଚରଣ ମହାନ୍ତି,ଚିତରଞ୍ଜନ ବିଶ୍ବାଳ ଓ କେନ୍ଦ୍ର ସଭାପତି ଦୃଲ୍ଲାଲ ମୁଖାର୍ଜ ବହୁତ ଆଶାବାଦୀ ଥିବା ଦେଖିବାକୁ ମିଳିଛି।
Byte:-3 ଚିତରଞ୍ଜନ ବିଶ୍ବାଳ (ରାଜ୍ୟ  ସଯୋଜକ)
Byte:-4 ଦୃଲ୍ଲାଲ ମୁଖାର୍ଜ ( ଡି.ଏମ୍.ଭି.ଭି.ଭାରତୀୟ ମହିଳା
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏପରି ମହିଳା ମା ମାନଙ୍କୁ ଘରେ ବସି ରୋଜଗାର ଯୋଗାଇବା ପାଇଁ ଅନେକ ଯୋଜନା କରିଥିବା ବେଳେ ଆଜି ଏକ ଘରୋଇ ଡି.ଏମ୍.ଭି.ଭି.ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍ ଗ୍ରାମରେ ପହଞ୍ଚି ମହିଳା ମାନଙ୍କୁ ଘରେ ଘରେ ରୋଜଗାର ଯୋଗାଇଦେବା ସହ ନିଜକୁ ଭଲ କୁଟୀର ଶିଳ୍ପୀ ହେବାର ସୁଯୋଗ ଦେଇଥିବାରୁ ସବୁ ମହଲରୁ ପ୍ରଶ°ସା କରିବା ଦେଖିବାକୁ ମିଳିଛି।

Post a Comment

0 Comments

Top Post Ad